en
stringlengths
1
1.2k
or
stringlengths
1
845
That they may keep thee from the strange woman, from the stranger which flattereth with her words.
ତବେେ ତାହା ତୁମ୍ଭକୁ ଅନ୍ୟ ପର ସ୍ତ୍ରୀଠାରୁ ରକ୍ଷା କରିବ। ଏବଂ ବ୍ଯଭିଚାରିଣୀ ସ୍ତ୍ରୀଙ୍କଠାରୁ ମଧ୍ଯ ରକ୍ଷା କରିବ।
And they shall dwell safely therein, and shall build houses, and plant vineyards; yea, they shall dwell with confidence, when I have executed judgments upon all those that despise them round about them; and they shall know that I am the LORD their God.
ସମାନେେ ତାହା ମଧିଅରେ ନିରାପଦ ରେ ବାସ କରିବେ। ସମାନେେ ଗୃହ ନିର୍ମାଣ କରିବେ ଓ ଦ୍ରାକ୍ଷାକ୍ଷେତ୍ର ରୋପଣ କରିବେ। ମୁଁ ତା'ର ଚତୁର୍ଦ୍ଦିଗସ୍ଥିତ ସମସ୍ତ ଦେଶକୁ ଦଣ୍ଡିତ କରିବି ଯେଉଁମାନେ ସମାନଙ୍କେୁ ତିରସ୍କାର କଲେ, ତା'ପ ରେ ସମାନେେ ନିରାପଦ ରେ ବାସ କରିବେ, ତହିଁରେ ମୁଁ ଯେ ସଦାପ୍ରଭୁ ଓ ସମାନଙ୍କେର ପରମେଶ୍ବର ଅଟେ ଏହା ସମାନେେ ଜାଣିବେ।"
The MoU aims to develop bilateral cooperation in the field of Animal Husbandly and Dairying for the purpose of broadening the existing knowledge base on dairy development and institutional strengthening.
ଏହି ବୁଝାମଣାର ଉଦ୍ଦେଶ୍ୟ, ଦୁଗ୍ଧ ଉତ୍ପାଦନ ବିକାଶ ଏବଂ ସମ୍ବଳ ସୁଦୃଢ଼ୀକରଣ ଆଧାରରେ ବର୍ତ୍ତମାନର ଜ୍ଞାନକୁ ବ୍ୟାପକ କରିବା ଲାଗି ପଶୁପାଳନ ଏବଂ ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ପ୍ରୋତ୍ସାହନ ଦେବା ।
oxytocin
ଅକ୍ସିଟୋସିନ
But that night was special.
ଆଜି ରାତ୍ରିର କଥା କିନ୍ତୁ ସ୍ଵତନ୍ତ୍ର ।
This change brought about two important changes in India’s politics.
ଏହି ପରିବର୍ତ୍ତନ ଦ୍ୱାରା ଭାରତର ରାଜନୀତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ହେଲା ।
These farmers have formed a cooperative society in Munar village and set-up a biscuit factory there.
ଏହି କୃଷକମାନେ ମୁନାର ଗ୍ରାମରେ ଗୋଟିଏ ସମବାୟ ସଂସ୍ଥା ଗଠନ କଲେ ଏବଂ ସେଠାରେ ବିସ୍କୁଟ ତିଆରି କରିବା ପାଇଁ ଗୋଟିଏ କାରଖାନା ବସାଇଲେ ।
He said he has personally visited the North Eastern States several times to review development work.
ସେ ବ୍ୟକ୍ତିଗତ ଭାବେ ଅନେକ ଥର ବିକାଶ କାର୍ଯ୍ୟର ସମୀକ୍ଷା କରିବା ପାଇଁ ଉତ୍ତରପୂର୍ବାଂଚଳ ରାଜ୍ୟମାନଙ୍କୁ ଗସ୍ତ କରିଛନ୍ତି ।
Am I now come up without the LORD against this place to destroy it? The LORD said to me, Go up against this land, and destroy it.
ସଦାପ୍ରଭୁଙ୍କ ବିନା ମୁଁ ଏ ଦେଶ ଧଂସ କରିବାକୁ ଆସି ନାହିଁ। ସଦାପ୍ରଭୁ ମାେତେ କହିଲେ, "ଏହି ଦେଶ ବିରୁଦ୍ଧ ରେ ୟାଅ ଓ ତାକୁ ଧ୍ବଂସ କର!"
He said that Yoga could lead to a calm, creative and content life, removing tensions and needless anxiety.
ଅବସାଦ ଏବଂ ଅଯଥା ଚିନ୍ତା ଦୂର କରି ଯୋଗ ଏକ ଶାନ୍ତ, ସୃଜନଶୀଳ ଏବଂ ସାମଗ୍ରୀକ ଜୀବନ ଆଡ଼କୁ ନେଇଯାଇପାରେ ।
Today, with the spread of new technology, the situation is often reversed.
ଆଜି ନୂତନ କୌଶଳର ପ୍ରସାର ଫଳରେ ପରିସ୍ଥିତି ଓଲଟା ହୋଇଯାଇଛି ।
He lived for the nation and served it assiduously for decades.
ସେ ଦେଶ ପାଇଁ ବଂଚିଥିଲେ ଏବଂ ଅନେକ ଦଶନ୍ଧୀ ଧରି ଦେଶକୁ ସମ୍ପୂର୍ଣ୍ଣ ସେବା ଦେଇଥିଲେ ।
He used to say that all these Khadi clothes have been woven after putting in a hard labour, every thread of these clothes must be utilized.
ସେ କହୁଥିଲେ – ଏସବୁ ଖଦୀବସ୍ତ୍ର ବହୁତ ପରିଶ୍ରମ ଦ୍ୱାରା ତିଆରି ହୋଇଛି, ଏହାର ପ୍ରତିଟି ସୂତା କାମରେ ଆସିବା ଦରକାର ।
He shall flee from the iron weapon, and the bow of steel shall strike him through.
ସେ ହୁଏତ ଲୁହା ଖଡ୍ଗରୁ ରକ୍ଷା ପାଇପା ରେ, କିନ୍ତୁ ତମ୍ବାର ଧନୁ ତାକୁ ବିନ୍ଧି ପକଇବେ।
(c) Appointment of the Secretary (Revenue) as the Ex-officio Secretary to the GST Council;
ଜିଏସଟି କାଉନସିଲର ଏକ୍ସ-ଅଫିସିଓ ସଚିବ ଭାବେ ରାଜସ୍ୱ ସଚିବଙ୍କୁ ନିଯୁକ୍ତି ଦିଆଯିବ ।
The good thing is that Gayatri is expressing her own anger, and giving suggestions to me, but she also goes on to say, that she has made several efforts but could not succeed.
ଏହା ଭଲକଥା ଯେ, ଗାୟତ୍ରୀ ନିଜର କ୍ରୋଧର ପରିପ୍ରକାଶ କରୁଛନ୍ତି, ମୋତେ ପରାମର୍ଶ ମଧ୍ୟ ଦେଉଛନ୍ତି ଏବଂ ତା’ସହିତ ଏକଥା ମଧ୍ୟ କହୁଛନ୍ତି ଯେ, ସେ ଅନେକ ଚେଷ୍ଟାକରି ବିଫଳ ହୋଇଛନ୍ତି ।
Then went Abimelech to Thebez, and encamped against Thebez, and took it.
ଏହାପରେ ଅବୀମଲେକ୍ ତବସେ ସହରକକ୍ସ୍ଟ ଗଲେ, ସଠାେରେ ଛାଇଣୀ ସ୍ଥାପନ କଲେ ଓ ତାକକ୍ସ୍ଟ ଅକ୍ତିଆର କଲେ।
As for me, is my complaint to man? and if it were so, why should not my spirit be troubled?
ମୁଁ ଲୋକମାନଙ୍କ ବିରୁଦ୍ଧ ରେ ଅଭିଯୋଗ କରୁ ନାହିଁ। ଏହାର ମଧ୍ଯ ଏକ ନିର୍ଦ୍ଦିଷ୍ଟ କାରଣ ଅଛି କାହିଁକି ମୁଁ ର୍ଧୈୟ୍ଯ ଧରିପାରୁ ନାହିଁ।
And the earth brought forth grass, and herb yielding seed after his kind, and the tree yielding fruit, whose seed was in itself, after his kind: and God saw that it was good.
ପରମେଶ୍ବର କହିଲେ, "ପୃଥିବୀ ତୃଣ ଓ ସଜୀବ ଶାକ, ଜୀବ ସମ୍ବଳିତ ନିଜ ନିଜ ଜାତି ଅନୁୟାଯୀ ଫଳ ଉତ୍ପନ୍ନ କରୁ," ଏହିପରି ହେଲା।
Moreover your little ones, which ye said should be a prey, and your children, which in that day had no knowledge between good and evil, they shall go in thither, and unto them will I give it, and they shall possess it.
"ସଦାପ୍ରଭୁ କହିଲେ, 'ତୁମ୍ଭମାନେେ କହକ୍ସ୍ଟଥିଲ, ତୁମ୍ଭମାନଙ୍କର ଶତୃମାନଙ୍କ ଦ୍ବାରା ତୁମ୍ଭର ପିଲାମାନେ ଲକ୍ସ୍ଟଟିତ ହବେେ। କିନ୍ତୁ ସହେି ପିଲାମାନେ ସହେି ଦେଶକକ୍ସ୍ଟ ଯିବେ ଏବଂ ସମାନଙ୍କେୁ ସହେି ସ୍ଥାନ ଦବୋ। ଆମ୍ଭେ ତୁମ୍ଭର ପିଲାମାନଙ୍କୁ ଦୋଷ ଦବୋ ନାହିଁ। ତୁମ୍ଭର ଦୋଷ ପାଇଁ, କାରଣ ସମାନଙ୍କେର ଭଲମନ୍ଦ ବିଚାର କରିବାର ଜ୍ଞାନ ନାହିଁ। ସମାନେେ ବହକ୍ସ୍ଟତ ସାନ, ସମାନେେ ଠିକ୍ ଭୂଲ ବକ୍ସ୍ଟଝିପାରକ୍ସ୍ଟ ନାହାଁନ୍ତି। ତୁମ୍ଭମାନଙ୍କର ପିଲାମାନଙ୍କୁ ସହେିଦେଶ ସବୁ ଦବେ।
And the sons of Helah were, Zereth, and Jezoar, and Ethnan.
ହିଲାଙ୍କର ପୁତ୍ରମାନେ ଥିଲେ ସରତେ, ୟିତସୋହର, ଓ ଇତନନ୍।
As she ‘poke, Maya suppressed a smile.
ମାୟା କଥା କହୁ କହୁ ଓଠ ଚିପି ହସିଲା।
Cursed be he that maketh the blind to wander out of the way. And all the people shall say, Amen.
" ଲବେୀୟମାନେ କହିବେ, ' ଯେଉଁ ଲୋକ ଅନ୍ଧକକ୍ସ୍ଟ ବାଟ ଭୂଲାଏ, ସେ ଲୋକ ଅଭିଶଲ୍ଗ ହେଉ।'
The completion of this project is a reflection of our commitment to complete on-going projects and usher in a new era of development in the North Eastern region.
ଏହି ପ୍ରକଳ୍ପ ସଂପୂର୍ଣ୍ଣ ହେବା ଉତ୍ତର-ପୂର୍ବାଂଚଳ ରାଜ୍ୟ ପ୍ରତି ଆମର ଦୃଷ୍ଟିଭଙ୍ଗୀ ଓ ପ୍ରତିବଦ୍ଧତାର ପ୍ରତିଫଳନ ଯାହା ଏହି ଅଂଚଳରେ ବିକାଶର ନୂଆ ଯୁଗର ସୂତ୍ରପାତ କରିବ ।
They connect the individual with society.
ବ୍ୟକ୍ତି ଏବଂ ସମାଜକୁ ପରସ୍ପର ସହ ଯୋଡ଼ିଥାଏ ।
And Abraham was an hundred years old, when his son Isaac was born unto him.
ଇସ୍ହାକ ଜନ୍ମ ବଳକେୁ ଅବ୍ରହାମ ଏକଶହ ବର୍ଷ ବଯସ ହାଇେଥିଲା।
And the priest that offereth any man's burnt offering, even the priest shall have to himself the skin of the burnt offering which he hath offered.
ପୁଣି ଯାଜକ ଯେଉଁ ଲୋକର ହାମବେଳି ଉତ୍ସର୍ଗ କରେ, ତା'ର ସହେି ଉତ୍ସର୍ଗୀକୃତ ହାମବେଳିର ଚର୍ମ ସହେି ଯାଜକ ନିଜେ ନବେ।
And the sixth angel sounded, and I heard a voice from the four horns of the golden altar which is before God,
ତା'ପରେ ଷଷ୍ଠ ସ୍ବର୍ଗଦୂତ ତୂରୀ ବଜାଇଲେ। ମୁଁ ପରମେଶ୍ବରଙ୍କ ସମ୍ମୁଖ ରେ ଥିବା ସୁନା ବଦେୀର ଚାରି ଶୃଙ୍ଗ ମଧ୍ଯରୁ ଗୋଟିଏ ସ୍ବର ଶୁଣିଲି।
But it is one thing to be proud of one’s husband's prowess and quite another to be happy with one’s husband.
ସ୍ବାମୀଙ୍କର ଶୌର୍ଯ୍ୟ ଯୋଗୁଁ ଗର୍ବିତା ହେବା ଏକ କଥା, ପୁଣି ସ୍ବାମୀଙ୍କୁ ନେଇ ସୁଖୀ ହେବା ଅନ୍ୟ କଥା ।
We should all have equal access as a right under international law to the use of common spaces on sea and in the air that would require freedom of navigation, unimpeded commerce and peaceful settlement of disputes in accordance with international law.
ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ଆମମାନଙ୍କର ସମସ୍ତଙ୍କର ସବୁ କ୍ଷେତ୍ରରେ ସମାନ ଅଧିକାର ରହିବ ଯେଉଁଥିରେ ସାମୁଦ୍ରିକ ଓ ଆକାଶ ସାଧାରଣ କ୍ଷେତ୍ରର ଉପଯୋଗ ତଥା ଚଳାଚଳ, ଅବାଧ ବାଣିଜ୍ୟ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସମସ୍ତ ପ୍ରକାର ବିବାଦର ସମାଧାନ ଯାହାକି ଅନ୍ତରାଷ୍ଟ୍ରୀୟ ଆଇନ ଅନୁସାରେ ହୋଇଥିବ, ତାହା ସାକାର କରାଯିବା ଆବଶ୍ୟକ ।
And today, we are in an era where the news reads- Armed forces have full freedom to do what they want.
ଆଉ ଆଜି, ଆମେ ଏଭଳି ଏକ ସମୟରେ ଆସି ପହଞ୍ଚିଛେ ଯେତେବେଳେ ଖବର ମିଳୁଛି, ଆତଙ୍କବାଦୀଙ୍କ ବିରୋଧରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା ସେଥିପାଇଁ ସଶସ୍ତ୍ର ବାହିନୀକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି ।
The Ordinance has extended the provisions of the Central Goods and Services Tax Act, 2017 referred to as (CGST Act) to the State of Jammu & Kashmir.
କେନ୍ଦ୍ରୀୟ ବସ୍ତୁ ଓ ସେବା କର ଆଇନ 2017 ରେ ଥିବା ବ୍ୟବସ୍ଥା ଅଧ୍ୟାଦେଶ ମାଧ୍ୟମରେ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ସଂପ୍ରସାରିତ କରାଯାଇଛି ।
For who will hearken unto you in this matter? but as his part is that goeth down to the battle, so shall his part be that tarrieth by the stuff: they shall part alike.
ତୁମ୍ଭମାନଙ୍କର କଥା କିଏ ଶକ୍ସ୍ଟଣିବ? ସମସ୍ତେ ଯୁଦ୍ଧରୁ ଆଣିଥିବା ସାମଗ୍ରି ରେ ୟିଏ ୟକ୍ସ୍ଟଦ୍ଧକକ୍ସ୍ଟ ୟାଇଥିଲା ସେ ମଧ୍ଯ ଓ ୟିଏ ଭଣ୍ତାରର ଦାଯିତ୍ବ ରେ ଥିଲା ସେ ମଧ୍ଯ ସମାନ ଭାଗ ପାଇବ।"
Thou shalt not sow thy vineyard with divers seeds: lest the fruit of thy seed which thou hast sown, and the fruit of thy vineyard, be defiled.
"ତୁମ୍ଭମାନେେ ତୁମ୍ଭମାନଙ୍କର ଦ୍ରାକ୍ଷାକ୍ଷେତ୍ର ରେ ମିଶ୍ରିତ ବୀଜ ରୋପଣ କର ନାହିଁ। ତୁମ୍ଭେ ଏପରି ଯଦି କର, ଯେଉଁ ବୀଜ ବକ୍ସ୍ଟଣା ୟାଇଥିଲା ବା ଯେଉଁ ଫଳ ଫଳିଛି, ସଗେକ୍ସ୍ଟଡିକ ତୁମ୍ଭକୁ ବ୍ଯବହାର କରିବା ପାଇଁ ଅନକ୍ସ୍ଟମତି ଦିଆୟିବ ନାହିଁ।
And, we agreed on the need to remain sensitive to each other’s strategic interests and concerns.
ଏବଂ, ପରସ୍ପରର ସୁରକ୍ଷା ସ୍ୱାର୍ଥ ଏବଂ ଉଦବେଗ ପ୍ରତି ଆମେ ସଚେତନ ରହିବାକୁ ମଧ୍ୟ ସହମତ ହୋଇଛୁ ।
Thus saith the LORD of hosts; If it be marvellous in the eyes of the remnant of this people in these days, should it also be marvellous in mine eyes? saith the LORD of hosts.
ସର୍ବଶକ୍ତିମାନ୍ ସଦାପ୍ରଭୁ କୁହନ୍ତି, ଯଦିଓ ଏହି ଅବଶିଷ୍ଟାଂଶ ଲୋକମାନଙ୍କ ପାଇଁ କଷ୍ଟ କର ଡଣାପଡେ, ଏହା ସମାନଙ୍କେ ପ୍ରତି ମଧ୍ଯ ବିସ୍ମଯଜନକ ହବେ।"
The paths of their way are turned aside; they go to nothing, and perish.
ବ୍ଯବସାଯୀ ତାଙ୍କ ପଥରୁ ପାଣି ଖାଜେିବ ପାଇଁ ବିମୁଖ ହୁଅନ୍ତି। ସମାନେେ ମରୁଭୂମିକୁ ଚାଲିୟାଆନ୍ତି ଓ ହଜିୟାଆନ୍ତି।
And Moab was sore afraid of the people, because they were many: and Moab was distressed because of the children of Israel.
ଏଣୁ ସେ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଭୀତ ହେଲେ। ସମାନଙ୍କେର ସଂଖ୍ଯା ବହୁତ ଥିଲା, ଆଉ ମାୟୋବ ଇଶ୍ରାୟେଲ ଲୋକମାନଙ୍କ ସକାଶୁ ଉଦବିଗ୍ନ ଥିଲେ।
He said the Union Government is making every effort to complete schemes and projects within their intended duration, and the Dr. Ambedkar International Centre represents one illustration of this.
ନିର୍ଦ୍ଧାରିତ ସମୟ ମଧ୍ୟରେ ଯୋଜନା ଏବଂ ପ୍ରକଳ୍ପଗୁଡ଼ିକୁ ପୂରଣ କରିବା ଲାଗି କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି ଏବଂ ଆମ୍ବେଦକର ଆନ୍ତର୍ଜାତିକ କେନ୍ଦ୍ର ଏହାର ଏକ ଉଦାହରଣ ବୋଲି ସେ କହିଥିଲେ ।
International Solar Alliance
ଆନ୍ତର୍ଜାତିକ ସୌର ମେଣ୍ଟ
Thou that makest thy boast of the law, through breaking the law dishonourest thou God?
କିନ୍ତୁ ତୁମ୍ଭେ ମନ୍ଦିରରୁ ଚେ଼ାରୀ କରୁଛ। ତୁମ୍ଭେ ପରମେଶ୍ବରଙ୍କ ବ୍ଯବସ୍ଥା ପାଇଁ ଗର୍ବ କରୁଛ। କିନ୍ତୁ ତୁମ୍ଭେ ସହେି ବ୍ଯବସ୍ଥା ଭଙ୍ଗ କରି ପରମେଶ୍ବରଙ୍କୁ ଲଜ୍ଜା ଦେଉଛ।
Serving young minds through education will be a big tribute to Sri Aurobindo and the Mother.
ଶିକ୍ଷା ମାଧ୍ୟମରେ ଯୁବ ମନର ସେବା ହିଁ ଶ୍ରୀ ଅରବିନ୍ଦ ଓ ମାଆଙ୍କୁ ବଡ଼ ଶ୍ରଦ୍ଧାଞ୍ଜଳି ହେବ ।
Elder brother helps me in my Study.
ବଡ଼ଭାଇ ମୋତେ ପାଠ ପଢ଼ାରେ ସାହାଯ୍ୟ କରନ୍ତି ।
Then were these blue roses for me?
ତେବେ କ'ଣ ନୀଳଗୋଲାପ ମୋରି ପାଇଁ ଉଜିଷ୍ଠ ?
Professor Hawking’s pioneering work made our world a better place.
ପ୍ରଫେସର ହକିଙ୍ଗଙ୍କ ପଥପ୍ରଦର୍ଶନକାରୀ କାର୍ଯ୍ୟ ବିଶ୍ଵକୁ ଏକ ଉତ୍ତମ ସ୍ଥାନରେ ପରିଣତ କରିପାରିଥିଲା ।
Are all of your family members capable of earning ?
ତୁମ ପରିବାରର ସମସ୍ତେ ରୋଜଗାରକ୍ଷମ କି ?
For there is no faithfulness in their mouth; their inward part is very wickedness; their throat is an open sepulchre; they flatter with their tongue.
ସହେି ଲୋକମାନେ କବେେ ସତ୍ଯ କଥା କହନ୍ତି ନାହିଁ। ସମାନେେ ସବୁ ମିଥ୍ଯାବାଦୀ, ସତ୍ଯକୁ ଗୋପନ ରଖନ୍ତି। ସମାନଙ୍କେର ପାଟି ଏକ କବର ସ୍ବରୂପ। ସମାନେେ ଅନାବୃତ ମଧୁର କଥା କହି ଲୋକଙ୍କୁ ବିପଥଗାମୀ କରନ୍ତି ଓ ସମାନଙ୍କେ ଉଦ୍ଦେଶ୍ଯ ହେଲା ଅନ୍ୟ ଲୋକଙ୍କୁ ଫାନ୍ଦରେ ପକାଇବା।
You will be shocked to hear that I have given an early retirement to more than 30 people from Income Tax Department on integrity issues.
ଆପଣ ଜାଣି ବିସ୍ମିତ ହେବେ ଯେ ସାଧୁତା କାରଣରୁ ମୁଁ ଆୟକର ବିଭାଗର 30 ରୁ ଅଧିକ ଅଧିକାରୀଙ୍କୁ ସମୟ ପୂର୍ବରୁ ଅବସର ପ୍ରଦାନ କରିଛି ।
The Deputy National Security Adviser is also a member of this Committee.
ସମିତିରେ ବ୍ୟୟ ବିଭାଗ, ବୈଦେଶିକ ମନ୍ତ୍ରଣାଳୟ, ଶିଳ୍ପ ପ୍ରୋତ୍ସାହନ ଏବଂ ନୀତି ବିଭାଗ, ବାଣିଜ୍ୟ ବିଭାଗ, ଆର୍ଥିକ ସେବା ବିଭାଗ ଏବଂ ଗୃହମନ୍ତ୍ରଣାଳୟର ସଦସ୍ୟ ଥାଆନ୍ତି ।
After obtaining her blessings the wedding ritual would be completed.
ତାଙ୍କଠାରୁ ଆଶୀର୍ବାଦ ଆସିବା ପରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବ ।
She travelled to various countries and raised her voice against the mischievous propaganda against Sanatan Dharma and ideology.
ସେ ବିଶ୍ୱର ଭିନ୍ନ-ଭିନ୍ନ ଦେଶଗୁଡ଼ିକୁ ଯାତ୍ରାକରି ସନାତନ ଧର୍ମ ଏବଂ ଦର୍ଶନ ସମ୍ପର୍କରେ ହେଉଥିବା ଅପପ୍ରଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲେ ।
And Moses and Aaron took these men which are expressed by their names:
ଆଉ ଯେଉଁ ମାନେ ବଛା ୟାଇଥିଲେ, ମାଶାେ ଓ ହାରୋଣ ଏହି ଲୋକମାନଙ୍କୁ ଦେଲେ।
roll back
ବିପରୀତକରଣ
Ms. Rakiya Edderham noted the significant progress in bilateral cooperation in past years, particularly in the areas of legal assistance, cyber security and space.
ଆଇନ ସହାୟତା, ସାଇବର ସୁରକ୍ଷା ଓ ମହାକାଶ କ୍ଷେତ୍ରରେ ବିଗତ ବର୍ଷମାନଙ୍କରେ ହୋଇଥିବା ଦ୍ଵିପାକ୍ଷିକ ସହଯୋଗ ଦ୍ଵାରା ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇଥିବା ସୁଶ୍ରୀ ରାକୀୟା ଏଡେର୍ହମ କହିଥିଲେ ।
It entirely depends on us what task we want it to perform.
କିନ୍ତୁ ସେହି ମେସିନ ଦ୍ୱାରା ଆମେ କେଉଁଭଳି କାର୍ଯ୍ୟ କରାଇବାକୁ ଚାହୁଁଛୁ ତାହା ଆମ ଉପରେ ନିର୍ଭର କରେ ।
And the people journeyed from Kibrothhattaavah unto Hazeroth; and abode at Hazeroth.
ଲୋକମାନେ କିବ୍ରୋତ-ହତ୍ତାବାଠାରୁ ହତ ସରେୋତକୁ ୟାତ୍ରା କରି ସହେିଠା ରେ ରହିଲେ।
Nohkalikai Falls
ନୋହକାଲିକାଇ ଜଳପ୍ରପାତ , ଚେରାପୁଞ୍ଜି
Our industry has progressed towards Industry Four Point Zero and other innovative technologies including Artificial Intelligence, 3-D Printing, Robotics.
ଆମର ଉଦ୍ୟୋଗଜଗତ ଚତୁର୍ଥ ଶିଳ୍ପ ବିପ୍ଲବ ଏବଂ କୃତ୍ରିମ ବୌଦ୍ଧିକତା (ଆର୍ଟିଫିସିଆଲ ଇଂଟେଲିଜେନ୍ସ), ଥ୍ରୀଡି ପ୍ରିଣ୍ଟିଙ୍ଗ, ରୋବୋଟିକ୍ସ ସମେତ ଅଭିନବ ପ୍ରଯୁକ୍ତି ଦିଗରେ ଅଗ୍ରସର ହୋଇଛି ।
4. Joint research and developmental activities;
4. ମିଳିତ ଗବେଷଣା ଏବଂ ବିକାଶ ଗତିବିଧି
WATCH THE VIDEO JEHOVAH’S NAME IS MOST IMPORTANT, AND THEN ANSWER THE FOLLOWING QUESTIONS:
ଯିହୋବାଙ୍କ ନାମ ସବୁଠାରୁ ମହତ୍ତ୍ବପୂର୍ଣ୍ଣ (ହିନ୍ଦୀ) ନାମକ ଭିଡିଓ ଦେଖାନ୍ତୁ ଏବଂ ତା’ପରେ ଆଗକୁ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅନ୍ତୁ:
I called upon thy name, O LORD, out of the low dungeon.
ହେ ସଦାପ୍ରଭୁ ମୁଁ ଗଭୀରତମ କୂପ ମଧ୍ଯରୁ ତୁମ୍ଭ ନାମ ରେ ପ୍ରାର୍ଥନା କଲି।
Many years ago, when I first got the chance to go there, I could feel a certain vibration in that place.
କିଛି ବର୍ଷ ପୂର୍ବେ ମୋତେ ସେଠାକୁ ଯିବାର ସୁଯୋଗ ମିଳିଥିଲା – ସେହି ମାଟିରୁ ମୁଁ ଏକ ପ୍ରକାର ଅହେତୁକ କମ୍ପନ ଅନୁଭବ କଲି ।
I pray for the progress and prosperity of the state in the times to come.
ଆଗାମୀ ଦିନରେ ରାଜ୍ୟର ପ୍ରଗତି ଓ ସମୃଦ୍ଧି ପାଇଁ ମୋର ପ୍ରାର୍ଥନା ।
He will also address the gathering.
ଏଥିସହିତ ପ୍ରଧାନମନ୍ତ୍ରୀ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
Watch and pray, that ye enter not into temptation: the spirit indeed is willing, but the flesh is weak.
ତୁମ୍ଭମାନେେ ଜାଗି ରହି ପ୍ରାର୍ଥନା କର ଯେପରି ତୁମ୍ଭମାନେେ ପରୀକ୍ଷା ରେ ନପଡ଼! ଯାହା ଠାକ୍ ତାହା କରିବାକୁ ତୁମ୍ଭମାନଙ୍କର ଆତ୍ମା ଚାହୁଁଛି। କିନ୍ତୁ ତୁମ୍ଭମାନଙ୍କର ଦହେ ଦୁର୍ବଳ।"
Then the fire of the LORD fell, and consumed the burnt sacrifice, and the wood, and the stones, and the dust, and licked up the water that was in the trench.
ସେତବେେଳେ ସଦାପ୍ରଭୁଙ୍କ ପ୍ ରରେିତ ଅଗ୍ନି ପ୍ରଜ୍ଜଳିତ ହେଲା ଓ ସହେି ଅଗ୍ନି ହାମାେର୍ଥକ ବଳି, କାଠ, ପ୍ରସ୍ତର, ଧୂଳି ଗ୍ରାସ କରି ୟଜ୍ଞବଦେୀର ଗ୍ଭରିପାଖ ରେ ଥିବା ଖାଇର ଜଳକୁ ଶୁଷ୍କ କରି ଦଲୋ।
In radio broadcasts
ରେଡିୟୋ ପ୍ରସାରଣ ରେ
Never forget this,”
ଏ କଥା ଭୁଲିବ ନାହି।”
Oceans had an important place in Indian thinking since pre-Vedic times.
ଭାରତୀୟ ଚିନ୍ତନରେ ସମୁଦ୍ର ବିଶେଷ ସ୍ଥାନ ଅଧିକାର କରେ ଏବଂ ତାହା ପ୍ରାକ୍‌ ବୈଦିକ କାଳରୁ ବଜାୟ ରହିଆସିଛି ।
And today every citizen of the world, every country of the world considers Yoga as its own and it is an important message for the people of India that we are the inheritors of that great legacy, that we have preserved the legacy of that great tradition.
ଏହା ହେଉଛି ପ୍ରଥମ କରି ଏପରି ଏକ ପ୍ରସ୍ତାବ ଯାହାକୁ କି ଜାତିସଂଘ ଇତିହାସରେ ସବୁଠାରୁ କମ ସମୟରେ ସ୍ୱୀକୃତି ମିଳିଥିଲା ଏବଂ ଆଜି ସମଗ୍ର ବିଶ୍ୱର ପ୍ରତ୍ୟେକ ନାଗରିକ, ବିଶ୍ୱର ସମସ୍ତ ଦେଶ ଯୋଗକୁ ନିଜର ବୋଲି ମନେକରୁଛନ୍ତି ଏବଂ ଏହା ହିନ୍ଦୁସ୍ଥାନର ଜନତାଙ୍କ ପାଇଁ ଏକ ବଡ ସନ୍ଦେଶ ଯେ ଆମେ ସେହି ମହାନ ଗୌରବରେ ଧନୀ ।
May the state scale new heights and keep contributing to the development journey of our nation.”
ଏହି ରାଜ୍ୟ ଉନ୍ନତିର ନୂତନ ଉଚ୍ଚତାକୁ ଆରୋହଣ କରୁ ଏବଂ ଆମ ଦେଶର ପ୍ରଗତି ଯାତ୍ରାରେ ଯୋଗଦାନ କରୁ ।”
Next year, we will commemorate the 25th anniversary of establishment of diplomatic relations between India and Tajikistan.
ଆସନ୍ତା ବର୍ଷ ଆମେ ଭାରତ ଓ ତାଜିକିସ୍ତାନ ମଧ୍ୟରେ କୂଟନୀତିକ ସମ୍ବନ୍ଧର ସ୍ଥାପନାର ୨୫ତମ ବାର୍ଷିକୀ ପାଳନ କରିବୁ ।
And as David returned from the slaughter of the Philistine, Abner took him, and brought him before Saul with the head of the Philistine in his hand.
ଦାଉଦ ପଲେଷ୍ଟୀୟକକ୍ସ୍ଟ ହତ୍ଯାକରି ପଲେଷ୍ଟୀୟର ମସ୍ତକ ହସ୍ତ ରେ ଧରି ଫରେି ଆସିବା ବେଳେ ଅବନର ତାଙ୍କୁ ନଇେ ଶାଉଲଙ୍କ ନିକଟକକ୍ସ୍ଟ ଆସିଲା।
In addition, 45% of the start-up are set up by women.
ଏହା ବ୍ୟତୀତ ମୋଟ ଷ୍ଟାର୍ଟ ଅପ ଉଦ୍ୟୋଗୀଙ୍କ ମଧ୍ୟରୁ 45 ପ୍ରତିଶତ ହେଉଛନ୍ତି ମହିଳା ଉଦ୍ୟୋଗୀ ।
And by having the Bankruptcy Code, GST, Real Estate Act to name a few, – a solid foundation for decades of higher growth has been laid.
ଆଉ ଦେବାଳିଆ ସଂହିତା , ଜିଏସଟି, ରିଏଲ ଇଷ୍ଟେଟ୍ ଆଇନ ଭଳି କିଛି ନାଁ ଥିବାରୁ ଆଗାମୀ ଦଶନ୍ଧି ପାଇଁ ଉଚ୍ଚ ଅଭିବୃଦ୍ଧି ହାରର ମୂଳଦୁଆ ପଡ଼ିଛି ।
List of writing occupations
ପେଶାଗତ ଲେଖନ ବୃତ୍ତି ସମୂହ ର ତାଲିକା
But when they had commanded them to go aside out of the council, they conferred among themselves,
ସମାନଙ୍କେୁ ସଭାରୁ ଚାଲିୟିବା ପାଇଁ ଆଦେଶ ଦେଲେ। ତା'ପରେ ନେତାମାନେ କ'ଣ କରିବେ, ସେ ବିଷୟ ରେ ପରସ୍ପର ମଧିଅରେ କଥାବାର୍ତ୍ତା ହେଲେ।
NDB has kept clean energy and green and sustainable infrastructure as its priority.
ସ୍ଵଚ୍ଛ ଶକ୍ତି, ସବୁଜ ଓ ସ୍ଥାୟୀ ଭିତ୍ତିଭୂମିକୁ ଏନଡିବି ପ୍ରାଥମିକତା ଦେଉଛି ।
Do ye not know that the saints shall judge the world? and if the world shall be judged by you, are ye unworthy to judge the smallest matters?
ତୁମ୍ଭମାନେେ ଅବଶ୍ଯ ଜାଣିଛ ଯେ ପରମେଶ୍ବରଙ୍କର ଲୋକମାନେ ଜଗତର ବିଚାର କରିବେ। ଅତଏବ, ଯଦି ତୁମ୍ଭମାନେେ ଜଗତର ବିଚାର କରିବ, ତା' ହେଲେ ଏହି ଭଳି େଛାଟ େଛାଟ କଥାଗୁଡ଼ିକର ବିଚାର କ'ଣ ତୁମ୍ଭମାନେେ କରିପାରିବ ନାହିଁ ?
And let us arise, and go up to Bethel; and I will make there an altar unto God, who answered me in the day of my distress, and was with me in the way which I went.
ଆମ୍ଭମାନେେ ଏହି ସ୍ଥାନ ପରିତ୍ଯାଗ କରି ବୈଥଲକେୁ ୟିବା। ମୁଁ ସଠାେରେ ଏକ ୟଜ୍ଞବଦେୀ ନିର୍ମାଣ କରିବି ଏବଂ ତାହା ପରମେଶ୍ବରଙ୍କୁ ଉତ୍ସର୍ଗ କରିବି ୟିଏ ମାରେଅସୁବିଧା ସମୟରେ ମାେତେ ଦୟା କରିଛନ୍ତି, ଯେଉଁଠାକୁ ମୁଁ ଗଲି ପରମେଶ୍ବର ମାେ ସହିତ ରହି ଆସିଛନ୍ତି।"
And I asked her, and said, Whose daughter art thou? And she said, The daughter of Bethuel, Nahor's son, whom Milcah bare unto him: and I put the earring upon her face, and the bracelets upon her hands.
ବର୍ତ୍ତମାନ ମାେତେ କୁହ, ତୁମ୍ଭେ କଣ ମାରେ କର୍ତ୍ତାଙ୍କ ପ୍ରତି ଅନୁଗ୍ରହ ହାଇେ ତୁମ୍ଭର କନ୍ଯାକୁ ଦବେ? କିମ୍ବା ତୁମ୍ଭେ କଣ ଫରୋଇଦବେ? ମାେତେ କୁହ ତବେେ ମୁଁ ଜାଣିବି କ'ଣ କରିବା ଉଚିତ।" ତା'ପରେ ମୁଁ ପଚାରିଲି, 'ତୁମ୍ଭର ପିତା କିଏ?' ସେ ଉତ୍ତର ଦଲୋ, 'ବଥୂଯଲେ ମାରେ ପିତା।' ଏହାପରେ ମୁଁ ତାଙ୍କୁ ବଳା ଓ ନଥ ଦଲେି।
Then said Joshua, Open the mouth of the cave, and bring out those five kings unto me out of the cave.
ଯିହାଶୂେୟ କହିଲେ, "ଗକ୍ସ୍ଟମ୍ଫା ମୁହରକ୍ସ୍ଟ ପଥର ଖଣ୍ତାମାନ କାଢ ଏବଂ ସହେି ପାଞ୍ଚଜଣ ରାଜାଙ୍କକ୍ସ୍ଟ ମାେ ସମ୍ମକ୍ସ୍ଟଖକକ୍ସ୍ଟ ଆଣ।"
Let favour be shewed to the wicked, yet will he not learn righteousness: in the land of uprightness will he deal unjustly, and will not behold the majesty of the LORD.
ମନ୍ଦାଚାରୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ କଲେ ମଧ୍ଯ ସମାନେେ ଧର୍ମ ଶିଖିବେ ନାହିଁ। ଧର୍ମ ଓ ନ୍ଯାଯପୂର୍ଣ୍ଣ ଦେଶ ରେ ମଧ୍ଯ ସମାନେେ ଅନ୍ଯାଯ କରିବେ। ଏପରିକି ସମାନେେ ସଦାପ୍ରଭୁଙ୍କ ମହିମାକୁ ଅନାଇବେ ନାହିଁ।
recirculation ad
ପୁନଃବିତରଣ ବିଜ୍ଞାପନ
Arise, and let us go by night, and let us destroy her palaces.
ତେଣୁ ଉଠ, ଆସ ଆମ୍ଭମାନେେ ରାତ୍ରି ରେ ଆକ୍ରମଣ କରିବା ଓ ରାଜପ୍ରାସାଦଗୁଡ଼ିକୁ ଧ୍ବଂସ କରିବା।"
And Thomas answered and said unto him, My LORD and my God.
ଥୋମା ଯୀଶୁଙ୍କ କହିଲେ, " ମାରେପ୍ରଭୁ, ମାରେ ପରମେଶ୍ବର।"
Summer
ଗ୍ରୀଷ୍ମ
And that commercial disputes will be resolved efficiently.
ଏବଂ ବ୍ୟବସାୟିକ ବିବାଦର ସମାଧାନ ଦକ୍ଷତାର ସହ ହେବା ଉଚିତ ।
And Balak's anger was kindled against Balaam, and he smote his hands together: and Balak said unto Balaam, I called thee to curse mine enemies, and, behold, thou hast altogether blessed them these three times.
ବାଲାକ୍ ବିଲିଯମକୁ ରାଗିଗଲା। ବାଲାକ୍ ବିଲିଯମକୁ କହିଲା, "ମୁଁ ମାରେଶତୃମାନଙ୍କୁ ଶାପ ଦବୋପାଇଁ ତୁମ୍ଭକୁ ନିଯନ୍ତ୍ରଣ କଲି କିନ୍ତୁ ତୁମ୍ଭେ ସମାନଙ୍କେୁ ତିନିଥର ଆଶୀର୍ବାଦ କଲ।
We are sharing our experience and knowledge to tackle global challenges.
ଜାଗତିକ ଆହ୍ୱାନଗୁଡ଼ିକର ମୁକାବିଲା ଲାଗି ଆମେ ଆମର ଅଭିଜ୍ଞତା ଏବଂ ଜ୍ଞାନ ବିନିମୟ କରୁଛୁ ।
But as a friend, I want to suggest you certain tips about of how to utilize your vacation.
କିନ୍ତୁ ମୁଁ ଆପଣଙ୍କର ଜଣେ ବନ୍ଧୁ ହିସାବରେ ଆପଣମାନେ ଗ୍ରୀଷ୍ମାବକାଶ କିପରି କଟାଇବେ, ସେ ସମ୍ବନ୍ଧରେ କିଛି ପରାମର୍ଶ ଦେଉଛି ।
(ii) Signing of lease deed with State Government of Madhya Pradesh for the land provided by them (70.99 hectares, 175.42 acre) at Amlaha Farm, Sehore on land rent of Rs. 1 per acre per year for 30 years on lease and to further lease it to ICARDA to establish the FLRP at Madhya Pradesh;
ଏଥିସହ ଏହି କେନ୍ଦ୍ରର ଶାଖା ପଶ୍ଚିମବଙ୍ଗ ଓ ରାଜସ୍ଥାନରେ ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଷ୍ଠା କରାଯିବ ।
And others had trial of cruel mockings and scourgings, yea, moreover of bonds and imprisonment:
କେତେ ଲୋକ ହାସ୍ଯର ପାତ୍ର ହେଲେ ଓ କୋରଡ଼ା ଆଘାତ ପାଇଲେ। ଅନ୍ୟମାନେ ବନ୍ଧା ହେଲେ, ଓ ବନ୍ଦୀଘ ରେ ରଖା ଗଲେ।
playwright
ନାଟ୍ୟକାର
The successful test firing of Agni V is the result of the hardwork of DRDO and its scientists.
DRDO ଏବଂ ଏହାର ବୈଜ୍ଞାନିକମାନଙ୍କ ଜଟିଳ ଓ କଠିନ ପରିଶ୍ରମର ଫଳ ହେଉଛି ଅଗ୍ନି 5 ର ସଫଳ ପରୀକ୍ଷା ।
Any one
କେହି
And the priest shall look upon him the seventh day: and if it be spread much abroad in the skin, then the priest shall pronounce him unclean: it is the plague of leprosy.
ସପ୍ତମ ଦିନ ଯାଜକ ପୁନର୍ବାର ଲୋକଟିକୁ ଦେଖିବ, ଯଦି ତାହା ଚର୍ମ ରେ ବ୍ଯାପି ଥାଏ, ତବେେ ଯାଜକ ତାହାକୁ ଅଶୁଚି ବୋଲି ପ୍ରକାଶ କରିବ, ତାହା କୁଷ୍ଠ ରୋଗର ଘା'।
· 4th BRICS STI Working Group Meeting of Funding Parties – 30 June (Durban)
ବ୍ରିକ୍ସ ପାଣ୍ଠି ଯୋଗାଣ ଦଳ କାର୍ଯ୍ୟ ଗୋଷ୍ଠୀର ଚତୁର୍ଥ ବୈଠକ- 30 ଜୁନ (ଡର୍ବାନ)
Among these, the most sacred is the site at Jinja, at the source of River Nile, where a portion of the ashes of Mahatma Gandhi were immersed.
ଏଗୁଡ଼ିକ ମଧ୍ୟରୁ ସବୁଠୁ ପବିତ୍ର ଦୃଶ୍ୟ ନୀଳ ନଦୀର ଉତ୍ସ ଜିଞ୍ଜାରେ ଦେଖିବାକୁ ମିଳିଛି, ଯେଉଁଠି ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମର କିଛି ଅଂଶ ପୋତା ଯାଇଛି ।
For the LORD of hosts hath purposed, and who shall disannul it? and his hand is stretched out, and who shall turn it back?
ଯେତବେେଳେ ସଦାପ୍ରଭୁ କୌଣସି ମନ୍ତ୍ରଣା କରନ୍ତି ସେଥିରୁ ତାଙ୍କୁ କହେି ନିବୃତ୍ତ କରିପାରିବେ ନାହିଁ। ଆଉ ମଧ୍ଯ ଯେତବେେଳେ ସେ ଲୋକମାନଙ୍କୁ ଦଣ୍ଡ ଦବୋକୁ ତାଙ୍କର ହସ୍ତ ଉତ୍ତୋଳନ କରିବେ, ସେଥି ରେ ତାଙ୍କୁ କହେି ଅଟକାଇବେ ନାହିଁ।
README.md exists but content is empty. Use the Edit dataset card button to edit it.
Downloads last month
3
Edit dataset card