en
stringlengths
1
1.2k
or
stringlengths
1
845
a. Surveys required for engineering and design, construction and operation of the EQUIPMENT, b.
କ- ଉପକରଣ ପାଇଁ ଆବଶ୍ୟକ ସର୍ଭେ, ଡିଜାଇନ୍, ନିର୍ମାଣ ଓ ପରିଚାଳନା
This is the first time, that the Prime Minister has addressed such a gathering, at such an event.
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟମାନଙ୍କ ପ୍ରଶାସନିକ ଅନୁଭୂତି ଅନେକ କିଛି ସମସ୍ୟା ଓ ଆହ୍ୱାନର ମୁକାବିଲା ଦିଗରେ ସମାଧାନର ସୂତ୍ର ଦେଇପାରିବ ।
And the armies which were in heaven followed him upon white horses, clothed in fine linen, white and clean.
ସ୍ବର୍ଗର ସନୋବାହିନୀଗଣ ତାହାଙ୍କର ଅନୁଗମନ କରୁଥିଲେ। ସମାନେେ ମଧ୍ଯ ଶ୍ବତେଅଶ୍ବ ଉପରେ ବସିଥିଲେ। ସମାନେେ ସୂକ୍ଷ୍ମ ପରିଷ୍କୃତ, ଶୁଭ୍ରବସ୍ତ୍ର ପିନ୍ଧିଥିଲେ।
The foundation of good knowledge should be followed by a super-structure of a better society.
ଭଲ ଜ୍ଞାନର ମୂଳଦୁଆ ଉପରେ ହିଁ ଉତ୍ତମ ସମାଜର ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରାଯିବା ଉଚିତ୍ ।
Every place that the sole of your foot shall tread upon, that have I given unto you, as I said unto Moses.
ଯେଉଁ ଯେଉଁ ସ୍ଥାନ ରେ ତୁମ୍ଭର ପାଦ ପଡିବ ସେ ସବୁ ସ୍ଥାନ ମୁ ମାଶାେ ସହିତ ପ୍ରତିଜ୍ଞାନକ୍ସ୍ଟସା ରେ ତୁମ୍ଭମାନଙ୍କୁ ଦବେି।
And Jesus answering said unto him, Suffer it to be so now: for thus it becometh us to fulfil all righteousness. Then he suffered him.
ଉତ୍ତର ରେ ଯୀଶୁ ତାହାଙ୍କୁ କହିଲେ, "ବହିଭଳି ହେଉ। ଆମ୍ଭେ ସମସ୍ତ ବିଷୟ କରିବା ଉଚିତ, ଯାହା ଉତ୍ତମ ଅଟେ।" ତେଣୁ ଯୋହନ ଯୀଶୁଙ୍କୁ ବାପ୍ତିସ୍ମ ଦବୋପାଇଁ ରାଜି ହେଲେ।
Wherefore I gave them also statutes that were not good, and judgments whereby they should not live;
ତେଣୁ ଯେଉଁ ବିଧି ମଙ୍ଗଳଜନକ ନୁହେଁ ସହେିସବୁ ବିଧି ଆମ୍ଭେ ସମାନଙ୍କେୁ ଦଲେୁ ଓ ଯେଉଁ ଶାସନ ରେ ସମାନେ ବଞ୍ଚିବେ ନାହିଁ ସହେିପରି ଶାସନ ସମାନଙ୍କେୁ ଦଲେୁ।
And this is the record, that God hath given to us eternal life, and this life is in his Son.
ପରମେଶ୍ବର ଏହା କହନ୍ତି : ପରମେଶ୍ବର ଆମ୍ଭମାନଙ୍କୁ ଅନନ୍ତ ଜୀବନ ଦଇେଛନ୍ତି ଓ ସେ ଜୀବନ ତାହାଙ୍କ ପୁତ୍ରଙ୍କଠା ରେ ଅଛି।
Officials stated that out of 99 priority irrigation projects, 21 projects, with a total irrigation potential of 5.22 lakh hectares are likely to be completed by June 2017.
ଏଗୁଡିକ ସମ୍ପୂର୍ଣ୍ଣ ହେଲେ ଆଉ 5.22 ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ।
I am fortunate today, to be among those who demonstrate the power of the pen, and show how it can be the vital life-force and conscience of society.
ମୁଁ ଭାଗ୍ୟବାନ ଯେ ଆଜି ସେହିମାନଙ୍କ ଗହଣରେ ଅଛି, ଯେଉଁମାନେ କଲମର ଶକ୍ତି ପ୍ରଦର୍ଶିତ କରି ସମାଜରେ ଏହା କିଭଳି ମହତ୍ୱପୂର୍ଣ୍ଣ ଜୀବନ ଶକ୍ତି ଓ ବିବେକ ହୋଇପାରିବ ତାହା ଦେଖାଇଛନ୍ତି ।
The #Sandesh2Soldiers campaign is expected to generate increased interaction between the people and the Armed Forces.
‘ସନ୍ଦେଶ ଟୁ ସୋଲଜର୍ସ’ ଅଭିଯାନ ସେନା ବାହିନୀ ଏବଂ ଲୋକମାନଙ୍କ ମଧ୍ୟରେ ଭାବଗତ ସମ୍ପର୍କ ବୃଦ୍ଧି କରିବ ବୋଲି ଆଶା କରାଯାଉଛି ।
(e) facilitating study visits and sharing of information and experience through workshops, seminars and conferences;
-କର୍ମଶାଳା, ଆଲୋଚନାଚକ୍ର ଏବଂ ଅଧିବେଶନ ଜରିଆରେ ଜ୍ଞାନ ଓ ଅଭିଜ୍ଞତାର ବିନିମୟ ଏବଂ ଜ୍ଞାନଭିତ୍ତିକ ଗସ୍ତ କାର୍ଯ୍ୟକ୍ରମ ।
PM has directed Insurance Companies to hold special camps for assessment & timely release of compensation to the affected families/beneficiaries under Social Security Schemes.
ସ୍ୱତନ୍ତ୍ର ଶିବିର ଆୟୋଜନ କରି ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତ ଚିହ୍ନଟ କରିବା ଏବଂ ସେମାନଙ୍କୁ ସାମାଜିକ ସୁରକ୍ଷା ଯୋଜନା ଅଧିନରେ ସଠିକ ସମୟରେ ସହାୟତା ରାଶି ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ବୀମା କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
So he arose and went to Zarephath. And when he came to the gate of the city, behold, the widow woman was there gathering of sticks: and he called to her, and said, Fetch me, I pray thee, a little water in a vessel, that I may drink.
ତେଣୁ ଏଲିଯ ସାରିଫତ୍କୁ ଗଲେ। ସେ ନଗର ଦ୍ବାର ନିକଟରେ ଏକ ବିଧବା ସ୍ତ୍ରୀକୁ କାଠ ସଂଗ୍ରହ କରୁଥିବାର ଦେଖିଲେ। ଏଲିଯ ତାକୁ କହିଲେ, "ତୁମ୍ଭ ପାତ୍ର ରେ କିଛି ଜଳ ପିଇବାକୁ ଆଣ।"
PM also told the LokSabha that more than 1.20 crore people have been registered under National Pension System or NPS.
ପ୍ରଧାନମନ୍ତ୍ରୀ ଲୋକସଭାକୁ ସୂଚୀତ କରିଥିଲେ ଯେ ଜାତୀୟ ପେନସନ ଯୋଜନା ଅଥବା ଏନପିଏସରେ 1.20 କୋଟିରୁ ଅଧିକ ଲୋକ ସାମିଲ ହୋଇପାରିଛନ୍ତି ।
big city
ଏକଲକ୍ଷରୁ ଅଧିକ ଲୋକ ବାସକରୁଥିବା ସହର
Let us join hands even more closely and strongly.
ଆସନ୍ତୁ ଅଧିକ ନିବିଡ଼ ଓ ସୁଦୃଢ଼ ହୋଇ ହାତ ମିଳାଇବା ।
d) The designated airlines of the two countries shall have fair and equal opportunity to operate the agreed services on specified routes.
ଅର୍ଥ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟଙ୍କ ମଧ୍ୟରେ ଆଲୋଚନା ପରେ ଏହି ରାଜିନାମାର ଚିଠା ପ୍ରସ୍ତୁତ କରାଯାଇଥିଲା ।
You are the pillars of a sound Economic and financial ecosystem of this country, and it is indeed a great honour to be a part of this conglomerate.
ମୋ ସାଥୀଗଣ, ସମାଜର ଆର୍ଥିକ ବ୍ୟବସ୍ଥା ସୁସ୍ଥ ରହୁ ସେଥିରେ ଭୁଲ୍ ଜିନିଷ ପ୍ରବେଶ ନକରୁ, ଏହା ଆପଣମାନେ ଦେଖିଥାନ୍ତି ।
And Joseph gathered corn as the sand of the sea, very much, until he left numbering; for it was without number.
ଏହି ପ୍ରକା ରେ ଯୋଷଫେ ସମୁଦ୍ରର ବାଲିପରି ଏତେ ବହୁଳ ଶସ୍ଯ ସଂଗ୍ରହ କଲେ ଯେ ତାହା ଆଉ ମାପିଲେ ନାହିଁ। କାରଣ ତାହା ମାପି ହେଲା ନାହିଁ।
And Solomon numbered all the strangers that were in the land of Israel, after the numbering wherewith David his father had numbered them; and they were found an hundred and fifty thousand and three thousand and six hundred.
ଏହାପରେ ଇଶ୍ରାୟେଲ ଦେଶ ରେ ରହୁଥିବା ପ୍ରେତ୍ୟକକ ବିଦେଶୀଙ୍କୁ ଶଲୋମନ ଗଣତି କଲେ। ଶଲୋମନଙ୍କର ପିତା ଦାଉଦ ଗଣନା କଲାପରେ ଏହା କରାୟାଇଥିଲା। ସମାନେେ ଦେଶ ରେ 1,53,600 ବିଦେଶୀଙ୍କୁ ପାଇ
He was startled,Seeing me he shifted his feet.
ତାଙ୍କୁ ସ୍ପର୍ଶ କରିବା ମାତ୍ରେ ସେ ଚିଆଁ ଲାଗିଲା ଭଳି ଚମକି ଉଠିଲେ।
And again another scripture saith, They shall look on him whom they pierced.
ଅନ୍ୟ ସ୍ଥାନ ରେ ଧର୍ମଶାସ୍ତ୍ର ରେ ଲଖାେଅଛି: " ସମାନେେ ଯାହାଙ୍କୁ ବର୍ଚ୍ଛା ଦ୍ବାରା ଆଘାତ କଲେ, ତାହାଙ୍କୁ ଲୋକମାନେ ଦେଖିବେ।"
It is because of this disappointment that such incidents are taking place and our jawans are risking their lives and protecting the country.
ଏଇ ବିଫଳତା ଯୋଗୁଁ ଏପରି ଘଟଣାମାନ ଘଟୁଛି ଏବଂ ଆମର ବୀର ଯବାନମାନେ ସେମାନଙ୍କର ଜୀବନ ବାଜି ଲଗାଇ ଦେଶକୁ ରକ୍ଷା କରୁଛନ୍ତି ।
For thus saith the LORD, That after seventy years be accomplished at Babylon I will visit you, and perform my good word toward you, in causing you to return to this place.
ତା'ପ ରେ ସଦାପ୍ରଭୁ କହନ୍ତି, "ମାତ୍ର ବାବିଲ ରେ ସତୁରି ବର୍ଷ ସୂର୍ଣ୍ଣ ହେଲାପ ରେ ଆମ୍ଭେ ତୁମ୍ଭମାନଙ୍କର ତତ୍ତ୍ବାନୁସନ୍ଧାନ କରିବା। ତୁମ୍ଭମାନଙ୍କୁ ପୁନର୍ବାର ୟିରୁଶାଲମକୁ ଫରୋଇ ଆଣି ଆମ୍ଭେ ଆପଣା ମଙ୍ଗଳ ବାକ୍ଯ ପୂରଣ କରିବା।
He that findeth his life shall lose it: and he that loseth his life for my sake shall find it.
ଯେଉଁ ଲୋକ ମାେ ଅପେକ୍ଷା ତା ନିଜ ଜୀବନକୁ ଅଧିକ ଭଲ ପାଏ ସେ ବାସ୍ତବଜୀବନ ହରାଇ ବସିବ। କିନ୍ତୁ ଯେଉଁ ଲୋକ ମାେ ସକାେଶ ଜୀବନ ହରାଏ, ସେ ବାସ୍ତବ ଜୀବନ ପାଇପାରିବ।
For how great is his goodness, and how great is his beauty! corn shall make the young men cheerful, and new wine the maids.
ପ୍ରେତ୍ୟକକ ଜିନିଷ ଉତ୍ତମ ଓ ସୁନ୍ଦର ହବେ। ଶସ୍ଯ ଏବଂ ନୂତନ ଦ୍ରାକ୍ଷାରସ ୟୁବକ ୟୁବତୀଙ୍କର ବଳ ବଢାଇବ।
What happens instead is allegations
ବରଂ ଏବେ କେବଳ ଦୋଷାରୋପ କରାଯାଉଛି ।
12. The Cabinet also decided to constitute two separate Committees (i) to suggest measures for streamlining the implementation of National Pension System (NPS) and (ii) to look into anomalies likely to arise out of implementation of the Commission’s Report.
12.ମନ୍ତ୍ରୀମଣ୍ଡଳରେ ଦୁଇଟି ପୃଥକ କମିଟି ଗଠନ କରାଯିବା ପାଇଁ ମଧ୍ୟ ସ୍ଥିର କରାଯାଇଛି, (1) ପ୍ରଥମ କମିଟି ଜାତୀୟ ପେନସନ ପ୍ରଣାଳୀର କାର୍ଯ୍ୟକାରିତାକୁ ସୁଚିନ୍ତିତ ଢଙ୍ଗରେ କରାଯିବା ସକାଶେ ପଦକ୍ଷେପ ପାଇଁ ପ୍ରସ୍ତାବ ଦେବ, (2) କମିସନଙ୍କ ରିପୋର୍ଟ କାର୍ଯ୍ୟକାରୀ କରାଯିବା ଦ୍ୱାରା କି ପ୍ରକାର ଅସଙ୍ଗତି ସୃଷ୍ଟି ହେଉଛି ତାହା ଅନୁଧ୍ୟାନ କରିବ ଦ୍ୱିତୀୟ କମିଟି ।
Statue of Gangadhar Meher, The Poet, in RBHS, Padampur
ରାଜବୋଡ଼ାସମ୍ବର ହାଇ ସ୍କୁଲ ପ୍ରାଙ୍ଗଣ ରେ ଥିବା କବି ଗଙ୍ଗାଧର ଙ୍କ ପ୍ରତିକୃତି
greedy
ଲୋଭୀ
Democracy and Debate are our eternal values.
ଗଣତନ୍ତ୍ର ଏବଂ ବିତର୍କ, ଆମର ମୂଲ୍ୟବୋଧ ।
Meghalaya has a large number of football clubs and associations.
ମେଘାଳୟରେ ଅନେକଗୁଡ଼ିଏ ଫୁଟବଲ କ୍ଲବ ଏବଂ ସଂଘ ରହିଛି ।
Only one room.
କୋଠରି ମାତ୍ର ଗୋଟିଏ ।
My young friends, you are agents of change who will make India corruption free and ensure more cashless transactions.
ସେମାନେ ଭାରତକୁ ଏକ ଭ୍ରଷ୍ଟାଚାରମୁକ୍ତ ରାଷ୍ଟ୍ରଭାବେ ପ୍ରତିଷ୍ଠା କରିବା ଏବଂ ଅଧିକରୁ ଅଧିକ ନଗଦମୁକ୍ତ କାରବାର ବ୍ୟବସ୍ଥାଯୁକ୍ତ ସମାଜ ଗଠନ ଦିଗରେ ମହନୀୟ ଯୋଗଦାନ ଦେଇପାରିବେ ।
In this context, he mentioned the India-Africa Forum Summit in New Delhi in 2015.
ଏ ବିଷୟରେ ସେ ନୂଆଦିଲ୍ଲୀଠାରେ 2015ରେ ଆୟୋଜିତ ଭାରତ-ଆଫ୍ରିକା ଫୋରମ ସମ୍ମିଳନୀ ବିଷୟରେ ଉଲ୍ଲେଖ କରିଥିଲେ ।
Our strong belief in delinking terrorism from religion, and rejecting artificial distinctions between good and bad terrorism, are now a global talking point.
ଅଞ୍ଚଳରୁ ଆତଙ୍କବାଦର ବିଲୋପ ପାଇଁ ଆମକୁ ଭଲ ଓ ଖରାପ ଆତଙ୍କବାଦର କୃତ୍ରିମ ଭେଦଭାବକୁ ପ୍ରତ୍ୟାଖ୍ୟାନ କରିବାକୁ ପଡ଼ିବ ବୋଲି ଆମେ ବିଶ୍ୱାସ କରୁ, ଆଉ ଏବେ ଏହା ଆନ୍ତର୍ଜାତିକ ଆଲୋଚନାର ବିଷୟ ହୋଇଛି ।
And, we need to act both individually and collectively.
ଏବଂ ଆମକୁ ଉଭୟ ବ୍ୟକ୍ତିଗତ ଓ ସାମୁହିକ ଭାବେ କାର୍ଯ୍ୟ କରିବାକୁ ପଡ଼ିବ ।
I would urge my fellow countrymen, who have heard Gayatri’s message in my ‘Mann Ki Baat’ today, that it should be a message to all of us.
ମୋର ଆଜିର “ମନ୍ କି ବାତ୍”ରେ ଗାୟତ୍ରୀର କଥା ଯେଉଁମାନେ ଶୁଣୁଛନ୍ତି, ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ, ଗାୟତ୍ରୀର କଥା ଆମ ସମସ୍ତଙ୍କ ପାଇଁ ଗୋଟିଏ ବାର୍ତା ହେବା ଉଚିତ ।
United Nations has resolved to provide universal health coverage for all by 2030.
ମିଳିତ ଜାତିସଂଘ ଦ୍ୱାରା 2030 ମସିହା ସୁଦ୍ଧା (Universal Health Coverage) ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟର ଲକ୍ଷ୍ୟ ରଖିଛି ।
Then they that gladly received his word were baptized: and the same day there were added unto them about three thousand souls.
ଯେଉଁମାନେ ତାହାଙ୍କର ଏହି କଥା ଗ୍ରହଣ କଲେ ସମାନେେ ବାପ୍ତିଜିତ ହେଲେ। ସଦେିନ ସହେି ବିଶ୍ବାସୀ ଦଳ ସହିତ ଆହୁରି ପ୍ରାୟ ତିନି ହଜାର ଲୋକ ୟୋଗ ଦେଲେ।
Beside that he had of the merchantmen, and of the traffick of the spice merchants, and of all the kings of Arabia, and of the governors of the country.
କାର୍ଗ ଜାହାଜର ସୁବର୍ଣ୍ଣ ବ୍ଯତୀତ ରାଜା ଶଲୋମନ ମିଶ୍ରୀତ ରାଜାଗଣଙ୍କଠାରୁ ଓ ଅନ୍ୟ ଶାସକମାନଙ୍କଠାରୁ ଓ ବଣିକମାନଙ୍କ ବ୍ଯବସାଯରୁ ସୁବର୍ଣ ପାଇଲେ।
For what saith the scripture? Abraham believed God, and it was counted unto him for righteousness.
ଶାସ୍ତ୍ର କୁ ହେ, "ଅବ୍ରାହାମ ପରମେଶ୍ବରଙ୍କଠା ରେ ବିଶ୍ବାସ ରଖିଲେ। ପରମେଶ୍ବର ତାହାଙ୍କର ବିଶ୍ବାସକୁ ଗ୍ରହଣ କଲେ। ଏହା ଦ୍ବାରା ପରମେଶ୍ବରଙ୍କ ପ୍ରତି ଅବ୍ରାହାମ ଧାର୍ମିକ ହେଲେ।"
The Prime Minister appreciated the farmers for ensuring sufficient foodgrain production despite two successive droughts.
କ୍ରମାଗତ ଦୁଇ ଥର ମରୁଡ଼ି ସତ୍ତ୍ୱେ ପର୍ଯ୍ୟାପ୍ତ ଫସଲ ଉତ୍ପାଦନ ସୁନିଶ୍ଚିତ କରିଥିବା ଚାଷୀମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଥିଲେ।
And as soon as he had spoken, immediately the leprosy departed from him, and he was cleansed.
ତାର କୁଷ୍ଠ ରୋଗ ତତ୍କ୍ଷଣାତ୍ ଛାଡିଗଲା ଓ ସେ ସୁସ୍ଥ ହାଇଗେଲା।
India has always been extending active support to UN Peace Missions.
ମିଳିତ ଜାତିସଂଘର ଶାନ୍ତିରକ୍ଷା ମିଶନରେ ଭାରତ ସର୍ବଦା ଖୁବ୍ ସକ୍ରିୟ ଭୂମିକା ଗ୍ରହଣ କରିଆସିଛି ।
Whosoever abideth in him sinneth not: whosoever sinneth hath not seen him, neither known him.
ତାହାଙ୍କଠା ରେ ରହୁଥିବା ଲୋକ ପାପ କରେ ନାହିଁ। ପାପ କରୁଥିବା ଲୋକ ଖ୍ରୀଷ୍ଟଙ୍କୁ କଦାପି ଜାଣି ନାହିଁ କି ବୁଝି ପାରି ନାହିଁ।
The temperature in the region can go up to 40 degree C in Summer while in Winter the temperature can drop to 10 degree C.
ଗ୍ରୀଷ୍ମଦିନେ ଏହି ଜିଲ୍ଲାର ସର୍ବୋଚ୍ଛ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଶୀତଦିନେ ସବନିମ୍ନ ତାପମାତ୍ରା ବେଳେ ବେଳେ ୧୦ ଡିଗ୍ରୀରୁ କମ ହୋଇଥାଏ ।
The merger is likely to result in recurring savings, estimated at more than Rs. 1,000 crore in the first year, through a combination of enhanced operational efficiency and reduced cost of funds.
ଏଥିଲାଗି ସଂସଦରେ ଏକ ବିଲ୍ ଆଗତ କରିବା ପ୍ରସ୍ତାବକୁ କ୍ୟାବିନେଟ ବିଧିବଦ୍ଧ ଭାବେ ଅନୁମୋଦନ କରିଛନ୍ତି ।
Hear therefore, O Israel, and observe to do it; that it may be well with thee, and that ye may increase mightily, as the LORD God of thy fathers hath promised thee, in the land that floweth with milk and honey.
ତେଣୁ ହେ ଇଶ୍ରାୟେଲ, ଶକ୍ସ୍ଟଣ ଓ ତାହା ପାଳନ କରିବାକୁ ମନୋୟୋଗ କର, ତହିଁରେ ସଦାପ୍ରଭୁ ତକ୍ସ୍ଟମ୍ଭ ପୂର୍ବପୁରୁଷ ପରମେଶ୍ବର ତୁମ୍ଭକୁ ଯେଉଁପରି ପ୍ରତିଜ୍ଞା କରିଛନ୍ତି; ସହେିପରି ଦକ୍ସ୍ଟଗ୍ଧମଧକ୍ସ୍ଟ ପ୍ରବାହୀ ଦେଶ ରେ ତୁମ୍ଭର ମଙ୍ଗଳ ହବେ ଓ ତୁମ୍ଭମାନେେ ଅଧିକ ବିର୍ଦ୍ଦିଷ୍ତୁ ହବେ।
Honest history.
ବିଶ୍ୱାସଯୋଗ୍ୟ ଲେଖକ ।
And the king of Israel went to his house heavy and displeased, and came to Samaria.
ତା'ପରେ ଇଶ୍ରାୟେଲର ରାଜା ବିଦୀର୍ଣ୍ଣ ଓ ବ୍ଯସ୍ତତା ହାଇେ ଶମରିଯା ରେ ପହନ୍ଚିଲେ।
· A Joint Research Contract between DBT and AIST to establish a “DBT-AIST International CENter for Translational & Environmental Research (DAICENTER)” was during the Summit in India in September 2017.
ଡିବିଟି ଏବଂ ଏଆଇଏସଟି ମିଳିତ ଭାବେ ଏକ ‘ଡିବିଟି ଏଆଇଏସଟି ଇଣ୍ଟରନେସନାଲ ସେଣ୍ଟର ଫର୍ ଟ୍ରାନ୍ସନେସନାଲ ଏଣ୍ଡ ଏନଭାଓରନମେଣ୍ଟାଲ ରିସର୍ଚ୍ଚ’ (ଡାଏ ସେଣ୍ଟର) ପାଇଁ 2017 ସେପ୍ଟେମ୍ବର ମାସରେ ଏକ ରାଜିନାମା ଦୁଇଦେଶ ମଧ୍ୟରେ ସ୍ୱାକ୍ଷରିତ ହୋଇଛି ।
And Moses came and called for the elders of the people, and laid before their faces all these words which the LORD commanded him.
ତେଣୁ ମାଶାେ ଗଲେ ଓ ସମସ୍ତ ପ୍ରାଚୀନବର୍ଗମାନଙ୍କୁ ଡାକି ଏକତ୍ର କରାଇଲେ। ମାଶାେ ସମାନଙ୍କେୁ ପରମେଶ୍ବରଙ୍କର ଆଜ୍ଞା ସମସ୍ତଙ୍କୁ କହିଲେ।
We have set a goal in India that by 2030 at least 30% of our vehicles will run with electrical batteries.
ଆମେ ଭାରତରେ ଏକ ଲକ୍ଷ୍ୟ ପ୍ରସ୍ତୁତ କରିଛୁ ଯେ 2030 ସୁଦ୍ଧା ଅତିକମରେ ଆମର ଶତକଡା 30 ପ୍ରତିଶତ ଯାନ ବାହାନ ବୈଦ୍ୟୁତିକ ବ୍ୟାଟେରୀରେ ଚାଲିବେ ।
In this series of festivals, Eid-ul-Zuha will be celebrated in a few days from now.
ଏହି ପର୍ବପର୍ବାଣୀ କ୍ରମରେ କିଛିଦିନ ପରେ ସାରା ଦେଶରେ “ଇଦ୍-ଉଲ୍-ଜୁହା’ ପର୍ବ ପାଳିତ ହେବ ।
If a citizen of the country is healthy, no one can stop the development of the country.
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯଦି ନାଗରିକ ସୁସ୍ଥ ରହିବେ ତେବେ ଦେଶର ବିକାଶକୁ କେହି ମଧ୍ୟ ରୋକିପାରିବେ ।
modulation of voice
ସ୍ଵରନିୟନ୍ତ୍ରଣ
It is better to go to the house of mourning, than to go to the house of feasting: for that is the end of all men; and the living will lay it to his heart.
ଭୋଜିକୁ ୟିବା ଅପେକ୍ଷା ଶବଦାହକୁ ୟିବା ଭଲ। କାରଣ ତାହା ସମୁଦାଯ ମନୁଷ୍ଯର ଶଷଗେତି ଅଟେ ଓ ଜୀବିତ ଲୋକ ତହିଁରେ ମନୋୟୋଗ କରିବା ଉଚିତ୍।
But God said unto him, Thou fool, this night thy soul shall be required of thee: then whose shall those things be, which thou hast provided?
କିନ୍ତୁ ପରମେଶ୍ବର ତାହାକୁ କହିଲେ, 'ଆ ରେ ନିର୍ବୋଧ ମନୁଷ୍ଯ! ଆଜି ରାତି ରେ ତୁ ମରିୟିବୁ। ତୁ ଯେଉଁ ପଦାର୍ଥତକ ତୋ ପାଇଁ ସାଇତି କରି ରଖିଛୁ, ତାହା କ'ଣ ହବେ? ସେ ସବୁ କିଏ ଭୋଗ କରିବ?'
And he wrote in the king Ahasuerus' name, and sealed it with the king's ring, and sent letters by posts on horseback, and riders on mules, camels, and young dromedaries:
ସେ ରାଜା ଅକ୍ଷଶ୍ବରେଶ ନାମ ରେ ଲେଖି ଓ ରାଜାଙ୍କ ଅଙ୍ଗୁରୀଯ ରେ ମାହେରାଙ୍କିତ କରି ଅଶ୍ବାଶାଳା-ଜାତ ରାଜକୀଯ ଅଶ୍ବବାହାରୂଢ ଦ୍ରୁତଗାମୀ ଦୂତଗଣ ହସ୍ତ ରେ ପତ୍ର ପଠାଇଲା।
He strongly criticized those whose actions adversely affect national security.
ଏଥିରେ ଆମର ଯବାନ ଏବଂ କୃଷକମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।
Relations between India and Thailand are extensively spread across many areas.
ଦୁଇ ଦେଶର ସମ୍ବନ୍ଧ ଅନେକ କ୍ଷେତ୍ରରେ ବିସ୍ତୃତ ଭାବେ ବ୍ୟାପିଛି ।
Star
ତାରକା
participation in youth camps, youth festivals and other cooperative youth events.
• ଯୁବ ଶିବିର, ଯୁବ ମହୋତ୍ସବ ଏବଂ ଅନ୍ୟ ସମବାୟ ଯୁବ କାର୍ଯ୍ୟକ୍ରମରେ ଅଂଶଗ୍ରହଣ
New cities acquiring metro services are; Hyderabad (71 kms), Nagpur (38 kms), Ahmedabad (36 kms), Pune (31.25 kms) and Lucknow (23 kms).
ମେଟ୍ରୋ ସେବା ଗ୍ରହଣ କରିବାକୁ ଯାଉଥିବା ନୂଆ ସହର ହାଇଦ୍ରାବାଦ (71 କିମି), ନାଗପୁର (38 କିମି), ଅହମ୍ମଦାବାଦ (36କିମି), ପୁଣେ (31.25 କିମି) ଏବଂ ଲକ୍ଷ୍ନୌ (23 କିମି)ରେ 537କିମି ଦୂରତାର ମେଟ୍ରୋ ପ୍ରକଳ୍ପ ନିର୍ମାଣ କରାଯିବ ।
We are twin sons of mother Madri.
ମାତା ମାଦ୍ରୀଙ୍କର ଆମେ ଯମଜ ସନ୍ତାନ ।
Having land, sold it, and brought the money, and laid it at the apostles' feet.
ୟୋ ସଫଙ୍କେର ଖଣ୍ଡିଏ କ୍ଷତେ ଥିଲା। ସେ ତାହାକୁ ବିକ୍ରୀ କରି ଦେଲେ ଓ ବିକ୍ରୀଲବ୍ଧ ସମସ୍ତ ଟଙ୍କା ଆଣି ପ୍ ରରେିତମାନଙ୍କୁ ଦଇେ ଦେଲେ।
If everyone failed, Father would certainly not relax the conditions of the test.
ସମସ୍ତେ ଅକୃତକାର୍ଯ୍ୟ ହେବା ପରେ ମତେ ବର ମିଳିବାର ସୁଯୋଗ ଦେବା ପାଇଁ ପିତା କେବେହେଲେ ସ୍ଵୟମ୍ବରର ମୌଳିକ ସର୍ତକୁ କୋହଳ କରିବେ ନାହିଁ ।
It was said unto her, The elder shall serve the younger.
ଶାସ୍ତ୍ର କୁ ହେ: "ମୁଁ ଯାବକକୁ ଭଲ ପାଇଲି କିନ୍ତୁ, ଏଷୌକୁ ନୁହେଁ।"
And Zanoah, and Engannim, Tappuah, and Enam,
ସା ନୋହ, ଐନ୍ଗନ୍ନୀମ୍, ତପୂହ, ଐନମ୍,
The MoU shall facilitate various agencies of the UK government to offer professional courses on better regulation drafting for officials, capacity-building of frontline inspectors, sharing of best practises, etc.
ବ୍ରିଟେନ ସରକାରଙ୍କ ବିଭିନ୍ନ ଅନୁଷ୍ଠାନ ସେମାନଙ୍କର ପେଶାଦାର ପାଠ୍ୟକ୍ରମ ମାଧ୍ୟମରେ ଉପରୋକ୍ତ କ୍ଷେତ୍ରରେ ଭାରତୀୟ ସଂସ୍ଥାମାନଙ୍କୁ ସାହାଯ୍ୟ ସହେଯାଗ ଯୋଗାଇବେ ।
And you have given some sound advice.
ଆପଣ ଭଲ ପରାମର୍ଶଟିଏ ଦେଇଛନ୍ତି ।
But other of the apostles saw I none, save James the Lord's brother.
ପିତରଙ୍କ ସହିତ ମୁଁ ପନ୍ଦର ଦିନ ରହିଲି। ମୁଁ ସଠାରୁେ ପ୍ରଭୁଙ୍କ ଭାଇ ଯାକୁବଙ୍କ ଛଡ଼ା ଆଉ କୌଣସି ପ୍ ରରେିତଙ୍କୁ ଦଖାେ କଲି ନାହିଁ।
And after that many days were fulfilled, the Jews took counsel to kill him:
ଅନକେ ଦିନ ବିତିଗଲା ପରେ ଯିହୂଦୀମାନେ ଶାଉଲଙ୍କୁ ମାରିଦବୋ ପାଇଁ ଷଡ଼ୟନ୍ତ୍ର କଲେ।
Thereafter, the institutes are expected to meet their running cost / maintenance cost from the internal generation of funds.
ଏହାପରେ ଆଶା କରାଯାଉଛି ଯେ ଏସବୁ ସଂସ୍ଥାନ ନିଜର ପରିଚାଳନା/ରକ୍ଷଣାବେକ୍ଷଣ ଖର୍ଚ୍ଚ ଅନ୍ତରୀଣ ଭାବେ ସଂଗୃହିତ ଅର୍ଥରାଶି ଜରିଆରେ କରିବେ ।
At the beginning of my visit, I will go to Piskarovskoye Cemetery to pay homage to those who perished during the siege of Leningrad.
ଗସ୍ତର ଆରମ୍ଭରେ ମୁଁ ପିସ୍କାରୋଭସ୍କଏ ସମାଧିସ୍ଥଳକୁ ଯିବି ଏବଂ ସେଠାରେ ଲେନିନଗ୍ରାଡ୍ ଘେରାବନ୍ଦୀ ସମୟରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
Prime Minster Abe underscored the basic importance of India-Japan relationship for the regional order and is determined to advancing the “new era in India-Japan relations” so as to further cooperate for peace, stability and prosperity of Indo-Pacific.
ପ୍ରଧାନମନ୍ତ୍ରୀ ଆବେ କ୍ଷେତ୍ରୀୟ ସ୍ଥିରତା ପାଇଁ ଭାରତ-ଜାପାନ ସମ୍ପର୍କର ମୂଳ ଗୁରୁତ୍ୱ ପ୍ରତି ଆଲୋକପାତ କରିଥିଲେ ଏବଂ ଭାରତ-ଜାପାନ ସମ୍ପର୍କକୁ ଏକ ନୂଆ ଯୁଗକୁ ନେଇଯିବା ଉପରେ ଗୁରୁତ୍ୱାରୋପ କରିଥିଲେ, ଯାହାଦ୍ୱାରା ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଆହୁରି ସହଯୋଗ କରିହେବ ।
And if any man hunger, let him eat at home; that ye come not together unto condemnation. And the rest will I set in order when I come.
ଯଦି କାହାକୁ ବହୁତ ଭୋକ ଲାଗୁଛି, ସେ ଘ ରେ ଖାଇ ଦବୋ ଉଚିତ, ୟଦ୍ଦ୍ବାରା ପ୍ରଭୁଭୋଜ ସଭା ରେ ତୁମ୍ଭମାନଙ୍କ ଆଚରଣ ହତେୁ ପ୍ରଭୁଙ୍କ ଦ୍ବାରା ବିଚାରିତ ହବେ ନାହିଁ। ମୁଁ ଯବେେ ଆସିବି, ଅବଶିଷ୍ଟ ବିଷୟ ରେ କ'ଣ କରିବାକୁ ହବେ କହିବି।
And into whatsoever city ye enter, and they receive you, eat such things as are set before you:
ଯଦି ତୁମ୍ଭମାନେେ ଗୋଟିଏ ନଗରକୁ ଯାଅ ଓ ସଠାେରେ ଯଦି ଲୋକେ ତୁମ୍ଭମାନଙ୍କୁ ସ୍ବାଗତ କରନ୍ତି, ତବେେ ତୁମ୍ଭମାନଙ୍କେୁ ସମାନେେ ଯାହା ଖାଦ୍ୟ ଦିଅନ୍ତି, ତାହା ଖାଅ।
Have mercy upon me, O LORD; for I am weak: O LORD, heal me; for my bones are vexed.
ହେ ସଦାପ୍ରଭୁ, ମାେ ପ୍ରତି ଦୟା କର। ମୁଁ ରୁଗ୍ଣ ଓ ଦୁର୍ବଳ। ମାେତେ ସୁସ୍ଥ କର କାରଣ ମାରେ ଅସ୍ଥିସବୁ କମ୍ପିତ ହେଉଅଛି।
I am also happy to be here in a special year.
ଏହି ସ୍ୱତନ୍ତ୍ର ବର୍ଷରେ ମୁଁ ଏଠାକୁ ଆସି ଅତ୍ୟନ୍ତ ଖୁସି ।
earth's crust
ଭୂତ୍ବକ୍
The destiny has entrusted India with some responsibilities for the fulfillment of her global role.
ଭାରତକୁ ନିଜର ବୈଶ୍ଵିକ ଦାୟିତ୍ୱ ତୁଲାଇବା ପାଇଁ, ପ୍ରକୃତି ତାକୁ ଅନେକ କିଛି ଦାୟିତ୍ୱ ଦେଇଛି ।
Whosoever therefore shall humble himself as this little child, the same is greatest in the kingdom of heaven.
ଯେଉଁ ଲୋକ ନିଜକୁ ଗୋଟିଏ େଛାଟ ପିଲା ଭଳି ନମ୍ର କରିଥାଏ, ସହେି ଲୋକ ସ୍ବର୍ଗରାଜ୍ଯ ରେ ସବୁଠାରୁ ଶ୍ ରେଷ୍ଠ।
And he brought the ark into the tabernacle, and set up the vail of the covering, and covered the ark of the testimony; as the LORD commanded Moses.
ଏହାପରେ ମାଶାେ ସହେି ପବିତ୍ର ସିନ୍ଦୁକକୁ ନଇେ ପବିତ୍ର ତମ୍ବୁ ରେ ରଖିଲେ। ଆଚ୍ଛାଦନର ବିଚ୍ଛଦବେସ୍ତ୍ର ଟଙ୍ଗାଇଲେ, ଏହାକୁ ସୁରକ୍ଷା ରେ ରଖିବା ପାଇଁ। ଯେପରି ସଦାପ୍ରଭୁ ଆଜ୍ଞା କରିଥିଲେ।
air cooler
ବାୟୁଶୀତିତ୍ର
Praying for a year filled with joy & prosperity”, the Prime Minister said.
ବର୍ଷଟି ଆନନ୍ଦ, ଉଲ୍ଲାସ ଓ ସମୃଦ୍ଧିର ବର୍ଷ ହେଉ ବୋଲି ମୋର ପ୍ରାର୍ଥନା,’’ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ।
My vision for the future of mobility in India is based on 7 C’s – Common, Connected, Convenient, Congestion-free, Charged, Clean and Cutting-edge.
ଭାରତରେ ମୋବିଲିଟିର ଭବିଷ୍ୟତ ଲାଗି ମୋର ପରିକଳ୍ପନା 7ଟି ସି ଉପରେ ଆଧାରିତ- କମନ, କନେକଟେଡ, କନଭିନିଏଂଟ, କଂଜେସନ ଫ୍ରି, ଚାର୍ଜଡ, କ୍ଲିନ ଏବଂ କଟିଂ-ଏଜ ।
We want to expand the horizons of agriculture with the help of modernization.
ତେଣୁ “ବୀଜ ଠାରୁ ବଜାର” ପର୍ଯ୍ୟନ୍ତ ଆମେ ସବୁ ସ୍ତରକୁ ମୂଲ୍ୟଯୁକ୍ତ କରିବାକୁ ଚାହୁଁ ।
We have got very encouraging results of our sincerity and hard work.
ଆମର ନିଷ୍ଠା ଓ କଠିନ ପରିଶ୍ରମ ଯୋଗୁଁ ଆମେ ଅତ୍ୟନ୍ତ ଉତ୍ସାହଜନକ ଫଳାଫଳ ମଧ୍ୟ ପାଉଛୁ ।
Who is he that saith, and it cometh to pass, when the Lord commandeth it not?
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।
And killed the Prince of life, whom God hath raised from the dead; whereof we are witnesses.
ଜୀବନ ଦାନ କରିଥିବା ବ୍ଯକ୍ତିକୁ ତୁମ୍ଭମାନେେ ହତ୍ଯା କଲ, ମାତ୍ର ଇଶ୍ବର ତାହାଙ୍କୁ ମୃତ୍ଯୁରୁ ଉଠାଇଲେ। ଆମ୍ଭେ ସମସ୍ତେ ଏହାର ସାକ୍ଷୀ, ଆମ୍ଭମାନେେ ବି ଏହା ନିଜ ଆଖି ରେ ଦେଖିଅଛୁ।
One such great man has been Lok Manya Tilak who has left a very deep impression on the hearts of a large number of Indians.
ଏହିପରି ଜଣେ ମହାପୁରୁଷ ହେଉଛନ୍ତି ଲୋକମାନ୍ୟ ତିଳକ ଯିଏକି ଅସଂଖ୍ୟ ଭାରତୀୟଙ୍କ ମନପ୍ରାଣରେ ନିଜର ଅବିସ୍ମରଣୀୟ ପ୍ରଭାବ ଛାଡ଼ିଯାଇଛନ୍ତି ।
And now I have heard that thou hast shearers: now thy shepherds which were with us, we hurt them not, neither was there ought missing unto them, all the while they were in Carmel.
ମୁ ଶକ୍ସ୍ଟଣିଲି ତୁମ୍ଭର ମଷେପାଳକମାନେ ମଷେମାନଙ୍କର ଲୋମ କାଟକ୍ସ୍ଟଛନ୍ତି। କିଛି ସମୟ ପାଇଁ ତୁମ୍ଭର ମଷେପାଳକମାନେ ଆମ୍ଭ ସହିତ ଥିଲେ। ଆମ୍ଭମାନେେ ସମାନଙ୍କେର କୌଣସି କ୍ଷତି କରି ନାହକ୍ସ୍ଟଁ କି କର୍ମିଲ୍ ରେ ଥିବା ସମୟରେ ସମାନଙ୍କେର କିଛି ହଜି ନାହିଁ।
It depicts the way historically the people of India and ASEAN have been bound together.
କିଭଳି ଐତିହାସିକ ଦୃଷ୍ଟିକୋଣରୁ ଭାରତ ଓ ଆସିଆନ୍ ର ଲୋକ ପରସ୍ପର ସହ ଜଡ଼ିତ ତାହା ସେଥିରେ ପ୍ରଦର୍ଶନ କରାଯାଇଥିଲା ।
The king himself was before them.
ସମ୍ମୁଖରେ ମହାରାଜା ଯୁଧୂଶ୍ଚିର ଉପସ୍ଥିତ ।
And the LORD said unto Samuel, Hearken unto the voice of the people in all that they say unto thee: for they have not rejected thee, but they have rejected me, that I should not reign over them.
ସଦାପ୍ରଭୁ ଶାମୁୟେଲଙ୍କୁ କହିଲେ, "ଲୋକମାନଙ୍କ ମତ ଅନକ୍ସ୍ଟସା ରେ କାର୍ୟ୍ଯ କର। ସମାନେେ ତୁମ୍ଭକୁ ଅଗ୍ରାହ୍ଯ କରି ନାହିଁନ୍ତି। ସମାନେେ ମାେତେ ସମାନଙ୍କେର ରାଜା ରୂପେ ପ୍ରତ୍ଯାଖାନ କରିଛନ୍ତି।
This is what is proper for every woman.
ପ୍ରତ୍ୟେକ ସ୍ତ୍ରୀର ଯାହା କରଣୀୟ, ମୋର ତାହାହିଁ କରିବା ଉଚିତ୍‌ |
While he yet talked to the people, behold, his mother and his brethren stood without, desiring to speak with him.
ଯୀଶୁ ଯେତବେେଳେ ଏହି ସବୁ କଥା ସଠାେରେ ଜମା ରୋଇଥିବା ଲୋକମାନଙ୍କୁ କହୁଥିଲେ, ସେତବେେଳେ ତାହାଙ୍କ ମାଆ ଏବଂ ଭାଇ ଆସି ବାହା ରେ ଠିଆ ହେଲେ। ସମାନେେ ଯୀଶୁଙ୍କ ସାଙ୍ଗ ରେ କଥାବାର୍ତ୍ତା କରିବା ପାଇଁ ଗ୍ଭହୁଁଥିଲେ।